• shrijagannatha.chetana@gmail.com |

What they Say

ସମଗ୍ର ଭାରତବର୍ଷରେ ଥିବା ବିଭିର୍ଣ୍ଣ ଜଗନ୍ନାଥ ମନ୍ଦିରର କର୍ମକର୍ତାଙ୍କ ସହିତ ଭାବଗତ ସମ୍ପର୍କ ରକ୍ଷାକରି ମୂଳପୀଠର ରୀତିନନୀତି ସହିତ ଅବଗତ କରାଇବା, ଶ୍ରୀଜଗନ୍ନାଥ ଚେତନାରେ ସେମାନଙ୍କୁ ଉଦ୍ଦଦ୍ଭୂତ କରାଇବା ଏଥି ସହ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପର୍କରେ ଥିବା ଅନାଲୋଚିତ ତଥ୍ୟଗୁଡିକୁ ଆଲୋଚନା ମାଧ୍ୟମରେ ଲୋକଲୋଚନକୁ ଆଣି ପ୍ରତିଷ୍ଠାନ ପକ୍ଷରୁ ତାହାକୁ ପୁସ୍ତକ ଆକାରରେ ପ୍ରକାଶ କରାଯାଉଛି , ଏହି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ

Gajapati Maharaja

(Sri Dibyasingh Deb)

Read Msg

ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଓ ଆସାମ ସାହିତ୍ୟ ସଭା ମିଳିତ ଆୟୋଜନରେ ଅନୁଷ୍ଠିତ “ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ତ ଶଙ୍କରଦେବ” ଜାତୀୟ ଅଲୋଚନଚକ୍ରର ସଫଳତା ପାଇଁ ମୁଁ ଆନନ୍ଦିତ । ଗୌହାଟିଠାରେ ଏହି ଆଲୋଚନାଚକ୍ରରେ ଉପସ୍ଥାପିତ ପ୍ରବନ୍ଧଗୁଡିକୁ ଆସାମ ସାହିତ୍ୟ ସଭା ପକ୍ଷରୁ ଆସାମୀୟ ଭାଷାରେ ଏବଂ ଆପଣଙ୍କ ପ୍ରତିଷ୍ଠାନ ପକ୍ଷରୁ ଓଡିଆ ଭାଷାରେ ପୁସ୍ତକ ପ୍ରକାଶ ପାଇବ ବୋଲି ଯାଣି ମୁଁ ବିଶେଷ ଆନନ୍ଦିତ ।

Former Governor of Assam

(Janaki Ballabh Patnaik)

Read Msg

It is my pleaser to attend the fourth annual meeting of " Sri Jagannath Chetana and Gavesana Pratisthan ", The organisation is rigorously devoted to propagate Jagannath sanskruti and take up research work on the subject. I wish the organisation all success in its endeavours.

Hon'bl Justice

(Chitaranjan Dash)

Read Msg

VC,RSV Tirupati

(Prof(dr)Harekrushna Sathpathy)

Read Msg

Prof

(Hrudananda Ray)

Read Msg

(c) Sri Jagannatha Chetana Gavesana Pratisthan, Puri, Odisha